Hina tied the knot II ବିବାହ ବନ୍ଧନରେ ବାନ୍ଧି ହେଲେ ହିନା

ଅଭିନେତ୍ରୀ ହିନା ଖାନ ତାଙ୍କର ଦୀର୍ଘକାଳୀନ ସାଥୀ ରକି ଜୟସ୍ୱାଲଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯାହା ୧୩ ବର୍ଷ ପୂର୍ବେ “ୟେ ରିସ୍ତ କ୍ୟା କେହଲାତା ହେ” ସେଟରେ ଆରମ୍ଭ ହୋଇଥିବା ଏକ ପ୍ରେମ କାହାଣୀର ସିନ୍ଦୁର ପର୍ଯ୍ୟନ୍ତ ଯାତ୍ରା । ବହୁ ବର୍ଷ ବର୍ଷ ଧରି ହିନା ନିଜ ସମ୍ପର୍କକୁ ଗୋପନ ରଖିଥିବା ବେଳେ ଏବେ ଏହି ଦମ୍ପତି ବିବାହ ଉତ୍ସବରେ ପ୍ରତିଜ୍ଞା ଆଦାନ ପ୍ରଦାନ କରିଥିଲେ । ସୋସିଆଲ ମିଡିଆରେ ଏହି … Continue reading Hina tied the knot II ବିବାହ ବନ୍ଧନରେ ବାନ୍ଧି ହେଲେ ହିନା