ପୁଣି ଫେରିବେ ହିନା…

Hina Khan: ଟିଭି-ବଲିଉଡ଼ ଅଭିନେତ୍ରୀ ହିନା ଖାନ ଦୀର୍ଘଦିନ ଧରି କ୍ୟାନସର ସହ ଲଢୁଛନ୍ତି । ଚିକିତ୍ସା ଯୋଗୁଁ ସେ ଅଧିକାଂଶ ସମୟ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାରେ ବିତାଉଛନ୍ତି । କିନ୍ତୁ ଏବେ ହିନା ଦୀର୍ଘ ଦିନର ବିରତି ପରେ ପରଦାକୁ ଫେରୁଛନ୍ତି। ନିକଟରେ ଇଣ୍ଡିଆ ଟୁଡେ ସହ ଏକ ସାକ୍ଷାତକାରରେ ହିନା ପ୍ରକାଶ କରିଛନ୍ତି ଯେ, ତାଙ୍କର ନୂଆ ସୋ’ ଆସୁଛି, ଯାହାର ଶୀର୍ଷକ ହେଉଛି ‘ଗୃହଲକ୍ଷ୍ମୀ’। କାମରୁ ବିରତି ନେବାର କାରଣ ଥିଲା … Continue reading ପୁଣି ଫେରିବେ ହିନା…