Himanta’s eviction drive in Assam, a headache for the opposition ।। ଆସାମରେ ହିମନ୍ତଙ୍କ ଉଚ୍ଛେଦ ଅଭିଯାନ, ବିରୋଧୀଙ୍କ ପାଇଁ ମୁଣ୍ଡବିନ୍ଧା

ଆସାମରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଅବୈଧ ଜବରଦଖଲକାରୀଙ୍କଠାରୁ ସରକାରୀ ଏବଂ ଜଙ୍ଗଲ ଜମି ଛଡେଇ ଆଣିବା ପାଇଁ ଏକ ଜୋରଦାର ଉଚ୍ଛେଦ ଅଭିଯାନ ଆରମ୍ଭ କରି ଦେଇଛନ୍ତି। ଯାହାକୁ ନେଇ ପୁରା ରାଜ୍ୟରେ ରାଜନୈତିକ ଉଷ୍ମତା ଦେଖାଦେଇଛି । ସେ କହିଛନ୍ତି ଯେ ୨୦୨୧ରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଏହି ଅଭିଯାନ ତାଙ୍କ ପ୍ରଶାସନର ମୂଳଦୁଆ ହୋଇଛି। ଆସାମରେ ଏହି ଉଚ୍ଛେଦ ଅଭିଯାନ କେବଳ ୧.୫ ଲକ୍ଷ ବିଘାରୁ ଅଧିକ ଜମି ଫେରି ପାଇବାରେ … Continue reading Himanta’s eviction drive in Assam, a headache for the opposition ।। ଆସାମରେ ହିମନ୍ତଙ୍କ ଉଚ୍ଛେଦ ଅଭିଯାନ, ବିରୋଧୀଙ୍କ ପାଇଁ ମୁଣ୍ଡବିନ୍ଧା