ଶିକ୍ଷାରେ ସବୁଠୁ ଅଧିକ ଖର୍ଚ୍ଚ || Highest expenditure on education
“ଆପଣ ଭାବୁଛନ୍ତି ଆପଣ ଘରେ ସବୁଠୁ ବଡ଼ ଖର୍ଚ୍ଚ ଖାଦ୍ୟ ପାଇଁ ହୁଏ? ଠିକ ଅଛି। କିନ୍ତୁ ଦ୍ୱିତୀୟ ନମ୍ବରରେ ଯାହା ଆସୁଛି… ତାହା ଆପଣଙ୍କୁ ଚକିତ କରିପାରେ। ଓଡ଼ିଶା ଅର୍ଥିକନୈତିକ ସର୍ଭେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିଛି — ଶିକ୍ଷା ଏ ରାଜ୍ୟରେ ପ୍ରତ୍ୟେକ ପରିବାରର ଦ୍ୱିତୀୟ ସର୍ବୋଚ୍ଚ ଖର୍ଚ୍ଚ ହୋଇ ଉଠିଛି।” ଓଡ଼ିଶା ସରକାର ୧୯ ଫେବ୍ରୁଆରୀ ୨୦୨୬ ତାରିଖରେ ଅର୍ଥିକନୈତିକ ସର୍ଭେ ୨୦୨୫-୨୬ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ଏଥିରେ ଓଡ଼ିଶାର … Continue reading ଶିକ୍ଷାରେ ସବୁଠୁ ଅଧିକ ଖର୍ଚ୍ଚ || Highest expenditure on education
Copy and paste this URL into your WordPress site to embed
Copy and paste this code into your site to embed