ଖରା ତାତି: ସକାଳ କ୍ଲାସ ପାଇଁ ଏସଓପି ଜାରି କଲା ଉଚ୍ଚଶିକ୍ଷା ବିଭାଗ

Heatwave: ଓଡ଼ିଶାରେ ଜାରି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାସ୍ତରରେ ନିଆଯିବାକୁ ଥିବା ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ପାଇଁ ଶୁକ୍ରବାର ଏସଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଜାରି କରାଯାଇଛି। ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଓଏଏସ୍ (ଏସ୍ଏସ୍) ଚିତ୍ତ ରଞ୍ଜନ ପାତ୍ର ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ଉଚ୍ଚଶିକ୍ଷାନୁଷ୍ଠାନ (ଏଚ୍ଇଆଇ)ରେ ଗ୍ରୀଷ୍ମ ପ୍ରବାହ ପରିଚାଳନାର ସଠିକ୍ ରୂପାୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ … Continue reading ଖରା ତାତି: ସକାଳ କ୍ଲାସ ପାଇଁ ଏସଓପି ଜାରି କଲା ଉଚ୍ଚଶିକ୍ଷା ବିଭାଗ