highcourt ।। ନେତାଙ୍କୁ ‘ହାଇ’ ଝଟକା

ଭାରତୀୟ ଗଣତନ୍ତ୍ରରେ ରାଜନୈତିକ ପ୍ରଭାବ ସବୁଠୁ ଅଧିକ ସ୍ପର୍ଶକାତର ମାନବୀୟ କ୍ଷେତ୍ରଗୁଡ଼ିକ ଶିକ୍ଷା, ସ୍ୱାସ୍ଥ୍ୟ, ନ୍ୟାୟ ପ୍ରଶାସନ ମଧ୍ୟରେ ପ୍ରବେଶ କରିବାକୁ ଚାହୁଁଛି। ଏହା ଦେଶର ସାମ୍ବିଧାନିକ ସ୍ୱାସ୍ଥ୍ୟ ପାଇଁ ଯେତେ ସତର୍କ ସଙ୍କେତ ତିଆରି କରେ, ତାହା ଅନ୍ୟକିଛି କରେ ନାହିଁ। ଶିକ୍ଷକ ବଦଳି ଘଟଣାକୁ ନେଇ ହାଇକୋର୍ଟର ତାଜା ରାୟ ତାହାର ଜ୍ୱଳନ୍ତ ଉଦାହରଣ। ଏହା ନେତାମାନଙ୍କୁ ମାତ୍ର ଆଇନଗତ ନୁହେଁ, ନୈତିକ ପାଠ ମଧ୍ୟ ଦେଇଛି। ରାଜନୈତିକ ଅଙ୍ଗୁଳି ଯେଉଁଠି ପହଞ୍ଚିବା ଉଚିତ … Continue reading highcourt ।। ନେତାଙ୍କୁ ‘ହାଇ’ ଝଟକା