ମୋତେ ରାହୁଲ ଗାନ୍ଧି ଠେଲିଦେଲେ : ପ୍ରତାପ ଷଡ଼ଙ୍ଗୀ

High drama outside Parliament: ଡ. ବିଆର୍ ଆମ୍ବେଦକରଙ୍କ ଉପରେ ଅମିତ ଶାହାଙ୍କ ମନ୍ତବ୍ୟକୁ ନେଇ ବିଜେପି ଓ କଂଗ୍ରେସ ସାଂସଦମାନେ ଆକ୍ରମଣ ଅଭିଯୋଗ ଆଣିବା ପରେ ଗୁରୁବାର ସଂସଦ ବାହାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉଭୟ ପକ୍ଷ ଶାରୀରିକ ମୁହାଁମୁହିଁ ହୋଇଥିବା ଅଭିଯୋଗ କରିଛନ୍ତି। ଆଜି ସଂସଦ ଶିଡ଼ିରୁ ପଡ଼ି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଛନ୍ତି। ସାଂସଦ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଠେଲି ଦେଇଥିବାରୁ … Continue reading ମୋତେ ରାହୁଲ ଗାନ୍ଧି ଠେଲିଦେଲେ : ପ୍ରତାପ ଷଡ଼ଙ୍ଗୀ