ଶଙ୍ଖ ଭବନରେ ହାଇଡ୍ରାମା, ବିଜେଡି ଯୁବନେତ୍ରୀ ଇପ୍ସିତାଙ୍କ ଗାଲରେ ବସିଲା ଶକ୍ତ ଚାପୁଡ଼ା

BJD leader Ipsita : ବିଜେଡି ପ୍ରତିଷ୍ଠା ଦିବସରେ ଦେଖିବାକୁ ମିଳିଲା ଅଭାବନୀୟ ଘଟଣା। ବିଜେଡି ମୁଖପାତ୍ର ଇପ୍ସିତା ସାହୁଙ୍କ ଗାଲରେ ବସିଛି ଚାପୁଡ଼ା। ବରିଷ୍ଠ ବିଜେଡି ନେତାଙ୍କ ଉପସ୍ଥିତିରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା।  ଶଙ୍ଖ ଭବନରେ ବିଜେଡି ନେତ୍ରୀ ହାତାହାତି। ବିଜେଡି ପ୍ରତିଷ୍ଠା ଦିବସରେ ଦେଖିବାକୁ ମିଳିଲା ଅଭାବନୀୟ ଘଟଣା। ବିଜେଡି ମୁଖପାତ୍ର ଇପ୍ସିତା ସାହୁଙ୍କ ଗାଲରେ ବସିଛି ଚାପୁଡ଼ା। ବରିଷ୍ଠ ବିଜେଡି ନେତାଙ୍କ ଉପସ୍ଥିତିରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। … Continue reading ଶଙ୍ଖ ଭବନରେ ହାଇଡ୍ରାମା, ବିଜେଡି ଯୁବନେତ୍ରୀ ଇପ୍ସିତାଙ୍କ ଗାଲରେ ବସିଲା ଶକ୍ତ ଚାପୁଡ଼ା