High Court shock to Higher Education Minister ।। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ହାଇକୋର୍ଟ ଝଟକା

ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ ଓ ଶିକ୍ଷାନୀତିରେ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆସିଛି। ରାଜ୍ୟର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦେଇ ଶିକ୍ଷାନୁଷ୍ଠାନ ଚଲାଯାଉଥିବା ପ୍ରଚଳନ ଉପରେ ହାଇକୋର୍ଟ ମଜବୁତ ମତ ରଖିଛି। ଅଦାଲତ ସ୍ପଷ୍ଟ କରିଛନ୍ତି-“ଅବସରପ୍ରାପ୍ତ ଶିକ୍ଷକଙ୍କୁ ନେଇ ଶିକ୍ଷାନୁଷ୍ଠାନ ଚାଲିପାରିବ ନାହିଁ।” ଏହି ନିଷ୍ପତ୍ତି ରାଜ୍ୟ ସରକାର ବିଶେଷତଃ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ବିଭାଗୀୟ ଅଧିକାରୀମାନଙ୍କ ପାଇଁ ଗୁରୁତର ଚିନ୍ତାର କାରଣ ହୋଇଛି । ହାଇକୋର୍ଟ ମାମଲା ଶୁଣାଣି … Continue reading High Court shock to Higher Education Minister ।। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ହାଇକୋର୍ଟ ଝଟକା