ହାଇକୋର୍ଟ ବିଚାରପତିଙ୍କ ଉପରେ କାର୍ଯ୍ୟଭାର ବେଶୀ
ଅସ୍ଥାୟୀ ବିଚାରପତି ନିଯୁକ୍ତିକୁ ନେଇ ପୂର୍ବରୁ ଦିଆଯାଇଥିବା ଏକ ରାୟକୁ ସଂଶୋଧନ କରିବା ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ପୂର୍ବରୁ ୨୦୨୧ରେ ଲୋକପ୍ରହରୀ ମାମଲାରେ ହାଇକୋର୍ଟଗୁଡ଼ିକରେ ୨୦ ପ୍ରତିଶତ କିମ୍ବା ଏହାଠାରୁ ଅଧିକ ବିଚାରପତି ପଦବୀ ଖାଲି ଥିଲେ ଅସ୍ଥାୟୀ ବିଚାରପତି ନିଯୁକ୍ତ କରିବାକୁ ରାୟ ଦେଇଥିଲେ। ଏବେ ସିଜେଆଇ ସଞ୍ଜୀବ ଖାନ୍ନା, ଜଷ୍ଟିସ ବିଆର ଗଭାଇ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ସ୍ୱତନ୍ତ୍ର ଖଣ୍ଡପୀଠ ଏ ସମ୍ବନ୍ଧିତ ପଡ଼ି ରହିଥିବା ବିଚାରପତି ନିଯୁକ୍ତି ମାମଲାର ଶୁଣାଣି କରିଛନ୍ତି। … Continue reading ହାଇକୋର୍ଟ ବିଚାରପତିଙ୍କ ଉପରେ କାର୍ଯ୍ୟଭାର ବେଶୀ
Copy and paste this URL into your WordPress site to embed
Copy and paste this code into your site to embed