ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ, ନିବେଦିତା ରାୟଙ୍କ ଦ୍ୱାରା ଦାୟର ଅଭିଯୋଗ ମାମଲାକୁ ମନଇଚ୍ଛା ଖାରଜ କରିବା ଅଭିଯୋଗରେ ଓଡ଼ିଶା ହାଇକୋର୍ଟ ସୋମବାର (ଜୁଲାଇ ୨୧)ରେ ଓଡ଼ିଶା ସୂଚନା କମିଶନଙ୍କୁ ନୋଟିସ ଜାରି କରିଛନ୍ତି ଏବଂ ଜୁଲାଇ ୨୫ ସୁଦ୍ଧା ଉତ୍ତର ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ନିବେଦିତା ରାୟ ୨୧.୯.୨୧ରେ ଚାଉଳିଗଞ୍ଜ ପୋଲିସ ଷ୍ଟେସନର ଜନ ସୂଚନା ଅଧିକାରୀଙ୍କ ନିକଟରେ ତାଙ୍କ ସ୍ୱାମୀ ବିଭୂତି ରାୟଙ୍କ ବିରୁଦ୍ଧରେ ଦାୟର ଅଭିଯୋଗର କପି ଏବଂ ଥାନାର ସିସିଟିଭି … Continue reading High Court issued notice to Information Commission for arbitrary dismissal of case ।। ମନଇଚ୍ଛା ମାମଲାକୁ ଖାରଜ କରିବା ପ୍ରସଙ୍ଗରେ ସୂଚନା କମିଶନଙ୍କୁ ହାଇକୋର୍ଟଙ୍କ ନୋଟିସ ଜାରି
Copy and paste this URL into your WordPress site to embed
Copy and paste this code into your site to embed