ବୁଲି ଆସନ୍ତୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଭୈରଘୁମାର ଜଳପ୍ରପାତ

Hidden Tourist Destinations: ଓଡ଼ିଶା ଅନେକ ପ୍ରାଚୀନ ପର୍ଯ୍ୟଟନସ୍ଥଳୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ଏହି ସୁନ୍ଦର ଗନ୍ତବ୍ୟସ୍ଥଳଗୁଡ଼ିକ ପ୍ରକୃତିର ଶାନ୍ତ ଆଲିଙ୍ଗନ ପ୍ରଦାନ କରିଥାଏ । ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଏଭଳି ମନୋରମ ପର୍ଯ୍ୟଟନସ୍ଥଳୀ ରହିଛି ଯାହା ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀ ହୋଇପାରିବ। ଲୋକମାନେ ଦୂରଦୂରାନ୍ତରୁ ଛୁଟି ଆସନ୍ତି ଏହି ପର୍ଯ୍ୟଟନସ୍ଥଳୀକୁ। ଓଡ଼ିଶାରେ ମଧ୍ୟ ଅଧିକାଂଶ ଏପରି ସ୍ଥାନ ରହିଛି, ଯାହା ବିଷୟରେ ଅନେକ ଲୋକ ଏପର୍ଯ୍ୟନ୍ତ ଜାଣି ନଥିବେ। ଦୁଃଖର କଥା ହେଉଛି, ସେମାନଙ୍କ … Continue reading ବୁଲି ଆସନ୍ତୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଭୈରଘୁମାର ଜଳପ୍ରପାତ