ୱାକଫ୍ ଆଇନକୁ ଚ୍ୟାଲେଞ୍ଜ: କପିଲ ସିବଲଙ୍କୁ ଭର୍ତ୍ସନା କଲେ ପ୍ରଧାନ ବିଚାରପତି
Supreme Court: ବରିଷ୍ଠ ଆଇନଜୀବୀମାନେ ତୁରନ୍ତ କୌଣସି ରିଲିଫ୍ ପାଇଁ ଚାପ ନ ପକାଇ କେବଳ ଏହି ମାମଲାର ଉଲ୍ଲେଖ କରୁଛନ୍ତି ବୋଲି ଉଲ୍ଲେଖ କରିଥିବାବେଳେ ପ୍ରଧାନ ବିଚାରପତି କହିଛନ୍ତି ଯେ ତାଲିକାଭୁକ୍ତ କରିବା ଏବଂ ଜରୁରୀ ଶୁଣାଣି ପାଇଁ ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରାଯିବା ଆବଶ୍ୟକ। ଓ୍ଵାକଫ୍ ସଂଶୋଧନ ଆଇନ, ୨୦୨୫ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଏକ ପିଟିସନର ଉଲ୍ଲେଖ କରିବା ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ବରିଷ୍ଠ ଆଇନଜୀବୀ … Continue reading ୱାକଫ୍ ଆଇନକୁ ଚ୍ୟାଲେଞ୍ଜ: କପିଲ ସିବଲଙ୍କୁ ଭର୍ତ୍ସନା କଲେ ପ୍ରଧାନ ବିଚାରପତି
Copy and paste this URL into your WordPress site to embed
Copy and paste this code into your site to embed