Heavy Rainfall Alert In Odisha ।। ଆହୁରି ଦୁଇଦିନ ପ୍ରବଳ ବର୍ଷା, ବଢୁଛି ବିଭିନ୍ନ ନଦୀର ଜଳସ୍ତର

ରାଜ୍ୟରେ ଜାରି ରହିଛି ବର୍ଷା । ଲଘୁଚାପ ଜନିତ ବର୍ଷାରେ ଭିଜୁଛି ସାରା ଓଡ଼ିଶା। ସେପଟେ ବିଭିନ୍ନ ନଦୀରେ ବଢୁଛି ଜଳସ୍ତର। ଭଦ୍ରକ ଆଖୁଆପଦାରେ ବିପଦ ସଂକେତ ଛୁଇଁଛି ବୈତରଣୀ, ସୁବର୍ଣ୍ଣରେଖାରେ ମଧ୍ୟ ବଡ଼ ବନ୍ୟା ଆଶଙ୍କା କରଯାଉଛି। ସୁବର୍ଣ୍ଣପୁର, ଜଳକା, ବୈତରଣୀରେ ବନ୍ୟା ସ୍ଥିତି ଅଛି। ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ବଙ୍ଗୋପସଗାରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି। ପଶ୍ଚିମବଙ୍ଗ ଉପକୂଳ ଓ ସଂଲଗ୍ନ ଉତ୍ତର ପଶ୍ଚିମ … Continue reading Heavy Rainfall Alert In Odisha ।। ଆହୁରି ଦୁଇଦିନ ପ୍ରବଳ ବର୍ଷା, ବଢୁଛି ବିଭିନ୍ନ ନଦୀର ଜଳସ୍ତର