କୃତ୍ରିମ ବନ୍ୟାରେ ବୁଡ଼ିଲା ସହର, ବାଧାପ୍ରାପ୍ତ ଜନଜୀବନ; ଆଜି ଜିଲ୍ଲାର ସବୁ ସ୍କୁଲ୍ ବନ୍ଦ ଘୋଷଣା || Heavy rain batters Balasore, severe waterlogging disrupts normal life; schools to remain shut

ଗତ ୨୪ ଘଣ୍ଟା ଧରି ଜାରି ରହିଥିବା ମୁଷଳଧାରାରେ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ସାଧାରଣ ଜନଜୀବନ। ଲଗାଣ ବର୍ଷା ପ୍ରଭାବରେ ବାଲେଶ୍ୱର ପୌରାଞ୍ଚଳ ସମେତ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଗମ୍ଭୀର ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ସହରର ଗଳିକନ୍ଦିରୁ ଆରମ୍ଭ କରି ମୁଖ୍ୟ ରାସ୍ତା ସବୁଠି ଏବେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବାରୁ କୃତ୍ରିମ ବନ୍ୟାର ଭ୍ରମ ସୃଷ୍ଟି ହୋଇଛି। ଜିଲ୍ଲାରେ ବର୍ଷାର କୋପ ଏବଂ ଜଳବନ୍ଦୀ ସ୍ଥିତିକୁ ଦୃଷ୍ଟିରେ ରଖି … Continue reading କୃତ୍ରିମ ବନ୍ୟାରେ ବୁଡ଼ିଲା ସହର, ବାଧାପ୍ରାପ୍ତ ଜନଜୀବନ; ଆଜି ଜିଲ୍ଲାର ସବୁ ସ୍କୁଲ୍ ବନ୍ଦ ଘୋଷଣା || Heavy rain batters Balasore, severe waterlogging disrupts normal life; schools to remain shut