Heavy Rain Alert for Odisha ।। ରାଜ୍ୟରେ ସପ୍ତାହେ କାଚିବ ବର୍ଷା
ପୁଣି ଆସୁଛି ଦୁଇଟି ଲଘୁଚାପ । ପୂର୍ବ ଓ ପଶ୍ଚିମ ଭାଗରେ ପୁଣି ଲଘୁଚାପ ସମ୍ଭାବନା । ଉଭୟ ବଙ୍ଗୋପସାଗର ଓ ଆରବସାଗରରେ ଲଘୁଚାପ ହେବା ସମ୍ଭାବନା ରହିଛି । ସୌରାଷ୍ଟ୍ର ଏବଂ କଚ୍ଛର ଦକ୍ଷିଣ ଭାଗ ଏବଂ ପାର୍ଶ୍ବବର୍ତ୍ତୀ ଉତ୍ତରପୂର୍ବ ଆରବ ସାଗର ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ଯାହାଫଳରେ ଜୁନ୍ ୩୦ ଓ ଜୁଲାଇ ୧ ତାରିଖରେ ଭୀଷଣ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାସହ ଆସନ୍ତା … Continue reading Heavy Rain Alert for Odisha ।। ରାଜ୍ୟରେ ସପ୍ତାହେ କାଚିବ ବର୍ଷା
Copy and paste this URL into your WordPress site to embed
Copy and paste this code into your site to embed