ଆଗକୁ ଆସୁଛି ପ୍ରବଳ ମୌସୁମୀ, ତୁରନ୍ତ ଡ୍ରେନେଜ୍ ବ୍ୟବସ୍ଥାର ସୁଧାର ପାଇଁ ଅଣ୍ଟା ଭିଡ଼ିଛି NHAI || Heavy monsoon is coming, NHAI has taken immediate steps to improve the drainage system

ନୂତନ ଭାବେ ନିର୍ମିତ ଦିଲ୍ଲୀ-ଦେହରାଦୁନ ଏକ୍ସପ୍ରେସୱେ ପ୍ରଥମ ବର୍ଷାରେ ହିଁ ସମସ୍ୟାର ସମ୍ମୁଖୀନ ହୋଇଛି। ସାମାନ୍ୟ ବର୍ଷା ଯୋଗୁଁ ଏହି ପ୍ରମୁଖ ରାଜପଥର କେତେକ ସ୍ଥାନରେ ବ୍ୟାପକ କ୍ଷତି ଘଟିଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ଦେଶର ଉତ୍ତର ଭାଗରେ ମୌସୁମୀ ଜନିତ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ରହିଥିବାରୁ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏବେ ଅତ୍ୟନ୍ତ ସତର୍କ ହୋଇପଡ଼ିଛି। ରାଜପଥରେ ଯେପରି ପାଣି ଜମି ରହିବ ନାହିଁ ଏବଂ ଗମନାଗମନ ବାଧାପ୍ରାପ୍ତ ହେବ ନାହିଁ, … Continue reading ଆଗକୁ ଆସୁଛି ପ୍ରବଳ ମୌସୁମୀ, ତୁରନ୍ତ ଡ୍ରେନେଜ୍ ବ୍ୟବସ୍ଥାର ସୁଧାର ପାଇଁ ଅଣ୍ଟା ଭିଡ଼ିଛି NHAI || Heavy monsoon is coming, NHAI has taken immediate steps to improve the drainage system