ଦିଲ୍ଲୀରେ ଭୀଷଣ କୁହୁଡି, ୧୦୦ରୁ ଅଧିକ ବିମାନ ଓ ୨୬ ଟ୍ରେନ୍ ବିଳମ୍ବ

ପ୍ରବଳ ଶୀତରେ ଥରୁଛି ରାଜଧାନୀ ଦିଲ୍ଲୀ । ତାପମାତ୍ରା ଲଗାତାର କମିବାରେ ଲାଗିଛି । ବୁଧବାର ଦିଲ୍ଲୀ-ଏନସିଆରରେ ଭୀଷଣ କୁହୁଡି ଦେଖିବାକୁ ମିଳିଛି । ଏହି କାରଣରୁ ଭିଜିବିଲିଟି ୧୦ ମିଟରରୁ କମିଯାଇଛି । ଗାଡ଼ିମୋଟରଗୁଡ଼ିକ ଧୀରେ ଧୀରେ ଗଡ଼ୁଛି । ଘନ କୁହୁଡି ଯୋଗୁ ଅନେକ ଟ୍ରେନ୍ ବିଳମ୍ବରେ ଚାଲୁଥିବା ବେଳେ ଦିଲ୍ଲୀ ଏୟାରପୋର୍ଟରେ ମଧ୍ୟ ୧୦୦ରୁ ଅଧିକ ବିମାନ ବିଳମ୍ବ ହୋଇଛି । ବର୍ତ୍ତମାନ ଯାଏ କୌଣସି ବିମାନର ମାର୍ଗ ପରିବର୍ତ୍ତନ କିମ୍ବା ବାତିଲ … Continue reading ଦିଲ୍ଲୀରେ ଭୀଷଣ କୁହୁଡି, ୧୦୦ରୁ ଅଧିକ ବିମାନ ଓ ୨୬ ଟ୍ରେନ୍ ବିଳମ୍ବ