୪ ସୋମବାର ପରେ ଫେବ୍ରୁଆରି ୩ରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ଆରମ୍ଭ ହେବ

ଲଗାତାର ୪ ଟି ସୋମବାର ସ୍ଥଗିତ ରହିବା ପରେ ଆସନ୍ତା ୩ ତାରିଖରେ ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ଆରମ୍ଭ ହେବ। ଆସନ୍ତା ଫେବ୍ରୁଆରି ୩ ତାରିଖ (ସୋମବାର) ଭୁବନେଶ୍ୱର ୟୁନିଟ୍-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ହେବ। ଅଭିଯୋଗ ଶୁଣାଣି ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ ଜାନୁଆରୀ ୩୧ ତାରିଖ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ, ଯେଉଁଥିରେ ୧୦୦୦ ପଞ୍ଜୀକରଣ ର ସୀମା ରହିବ। ଆଗ୍ରହୀ ବ୍ୟକ୍ତିମାନେ ଜନସୁନାନି ପୋର୍ଟାଲ (https://janasunani.odisha.gov.in/) କିମ୍ବା ମୋବାଇଲ ଆପ … Continue reading ୪ ସୋମବାର ପରେ ଫେବ୍ରୁଆରି ୩ରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ଆରମ୍ଭ ହେବ