ଫଙ୍ଗସ୍ ଇନ୍ଫେକ୍ସନ୍ କ’ଣ ? WHO ରିପୋର୍ଟ କାହିଁକି ବଢ଼ାଇଲା ଚିନ୍ତା?

Fungal Infections : ଫଙ୍ଗସ୍ ଇନ୍ଫେକ୍ସନ୍ ବିଷୟକୁ ନେଇ ୱର୍ଲ୍ଡ ହେଲ୍ଥ ଅର୍ଗାନାଇଜେସନ୍ (WHO) ଦ୍ୱାରା ଏକ ରିପୋର୍ଟ ଜାରି କରାଯାଇଛି। 1 ଏପ୍ରିଲରେ ଆସିଥିବା ଏହି ନୂତନ ରିପୋର୍ଟରେ ଫଙ୍ଗସ୍ ଜନିତ ଚିକିତ୍ସା ଏବଂ ମେସିନ୍ ର ଆବଶ୍ୟକତା ବିଷୟରେ ଲେଖା ଯାଇଛି। ରିପୋର୍ଟରେ ଏହାକୁ ନେଇ ନୂତନ ଗବେଷଣା ଏବଂ ବିକାଶର ଆବଶ୍ୟକତା ନିହାତି ଜରୁରୀ ବୋଲି କହାଯାଇଛି। ରିପୋର୍ଟରେ କହାଯାଇଛି ଯେ ଫଙ୍ଗସ୍ ରୋଗଗୁଡିକ ତୀବ୍ର ଭାବରେ ବଢିୁଛି, ଯାହା ଚିନ୍ତାର ବିଷୟ। … Continue reading ଫଙ୍ଗସ୍ ଇନ୍ଫେକ୍ସନ୍ କ’ଣ ? WHO ରିପୋର୍ଟ କାହିଁକି ବଢ଼ାଇଲା ଚିନ୍ତା?