Health Minister in a dream ।। ସ୍ୱପ୍ନ ରାଇଜରେ ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟରେ ସ୍ୱାସ୍ଥ୍ୟସେବା ବେହାଲ

ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସହିତ ଆଇଟି ଏବଂ ସଂସଦୀୟ ବ୍ୟାପାର ବିଭାଗ ଦାୟିତ୍ୱରେ ଅଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ। ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବେ ଆଇଟି ଓ ସେମିକଣ୍ଡକ୍ଟର ମାୟାରେ ବାୟା ହୋଇ ବୁଲୁଛନ୍ତି। ତେଣୁ ସେ ରାଜ୍ୟର ସ୍ୱାସ୍ଥ୍ୟସେବା ପ୍ରତି ଆଦୌ ଗୁରୁତ୍ୱ ଦେଉନାହାନ୍ତି। ନବୀନ ସରକାରଙ୍କ ସ୍ଵାସ୍ଥ୍ୟ ସଞ୍ଜିବନୀ ବିଏସକେୱାଇ ବନ୍ଦ କରି ରାଜ୍ୟ ସରକାର ଆୟୁଷ୍ଠାନ କାର୍ଡ ପ୍ରଚଳନ କଲେ। ମାତ୍ର ୧୫ ମାସ ପରେ ବି ରାଜ୍ୟର ୨ … Continue reading Health Minister in a dream ।। ସ୍ୱପ୍ନ ରାଇଜରେ ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟରେ ସ୍ୱାସ୍ଥ୍ୟସେବା ବେହାଲ