ଖାଲି ପେଟରେ କ୍ଷୀର ପିଇଲେ ହୋଇପାରେ ଏହି ସମସ୍ୟା
Milk: ଶିଶୁମାନଙ୍କର ପ୍ରଥମ ଆହାର ହୋଇଥାଏ କ୍ଷୀର । ଶିଶୁ ଠାରୁ ବୃଦ୍ଧ ଯାଏ ସମସ୍ତଙ୍କର ଦିନ ଚର୍ଯ୍ୟାର ଏକ ଅଭିନ୍ନ ଅଙ୍ଗ। ଏଥିରେ ଥିବା ଉପକରଣଗୁଡିକ ଯେପରି କି କ୍ୟାଲସିୟମ୍, ପ୍ରୋଟିନ୍, ଭିଟାମିନ୍, ମିନେରାଲ୍ ଆଦି ଆମ ଶରୀର ପାଇଁ ଆବଶ୍ୟକ ଉପକରଣ । ଏହି କାରଣ ପାଇଁ ସମସ୍ତଙ୍କର ଘରେ କ୍ଷୀର ପିଇବା ପାଇଁ କୁହାଯାଇଥାଏ । କିଛି ମା’ମାନେ ସକାଳେ ତାଙ୍କ ଶିଶୁଙ୍କୁ କ୍ଷୀର ଓ ବିସ୍କୁଟ୍ ଖୁଆଇ ସ୍କୁଲ୍ ପଠାଇଥାନ୍ତି ଓ … Continue reading ଖାଲି ପେଟରେ କ୍ଷୀର ପିଇଲେ ହୋଇପାରେ ଏହି ସମସ୍ୟା
Copy and paste this URL into your WordPress site to embed
Copy and paste this code into your site to embed