Health Department in Coma; 79% brain stroke cases have increased ।। କୋମାରେ ସ୍ୱାସ୍ଥ୍ୟବିଭାଗ; ୭୯% ବ୍ରେନ୍‍ ଷ୍ଟ୍ରୋକ୍‍ ମାମଲା ବଢ଼ିଛି

ରାଜ୍ୟର ସ୍ୱାସ୍ଥ୍ୟସେବା ଏବେ ଭଗବାନଙ୍କ ଭରସାରେ ଚାଲିଛି। ଲୋକମାନେ ଆଶା କରିଥିଲେ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିବାରୁ ସ୍ୱାସ୍ଥ୍ୟସେବାର ଉନ୍ନତି ଆସିବ। କିନ୍ତୁ କ୍ଷମତାକୁ ଆସିଥିବା ବିଜେପି ଏମିତି ଜଣେ ନେତାଙ୍କୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ କରିଛି ତାଙ୍କର ଏହି ବିଭାଗରେ ମନ ଲାଗୁନାହିଁ। ସେ ସ୍ୱାସ୍ଥ୍ୟବିଭାଗ ପରିବର୍ତ୍ତେ ତାଙ୍କ ପାଖରେ ଥିବା ଆଇଟି ବିଭାଗ ପାଇଁ ଅହେତୁକ କାରଣରୁ ଅଧିକ ତତ୍ପର ବୋଲି ଚର୍ଚ୍ଚା ହେଉଛି। ରାଜ୍ୟବାସୀ ରୋଗରେ ପଡ଼ି ମଲେ ବି ତାଙ୍କର କିଛି ଚିନ୍ତା … Continue reading Health Department in Coma; 79% brain stroke cases have increased ।। କୋମାରେ ସ୍ୱାସ୍ଥ୍ୟବିଭାଗ; ୭୯% ବ୍ରେନ୍‍ ଷ୍ଟ୍ରୋକ୍‍ ମାମଲା ବଢ଼ିଛି