ସ୍ୱାସ୍ଥ୍ୟ କ୍ଷେତ୍ରରେ ରହିଛି ଅନେକ ଚ୍ୟାଲେଞ୍ଜ, ଏଥର କେତେ ବଢ଼ିବ ସ୍ୱାସ୍ଥ୍ୟ ବଜେଟ?
Budget 2025: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ପହିଲାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ଏଥର ସ୍ୱାସ୍ଥ୍ୟ ସେବାର ସମ୍ପ୍ରସାରଣ ପାଇଁ ଯୋଜନାର ସଫଳତା ପାଇଁ ଅଧିକ ବ୍ୟୟବରାଦ କରାଯାଇପାରେ। ଟେଲିହେଲ୍ଥ ଏବଂ ଡିଜିଟାଲ ମେଡିସିନକୁ ପ୍ରୋତ୍ସାହିତ କରିବା ଉପରେ ମଧ୍ୟ କେନ୍ଦ୍ରର ଫୋକସ ରହିପାରେ, ଯାହା ଡାକ୍ତରଖାନା ଉପରେ ଚାପ ହ୍ରାସ କରିବ। ଏଥର ବଜେଟରେ ବଢିପାରେ ସ୍ୱାସ୍ଥ୍ୟ ସୁବିଧା ପାଇଁ ଆବଣ୍ଟନ। ଟେଲିହେଲ୍ଥ ଏବଂ ଡିଜିଟାଲ ମେଡିସିନକୁ ପ୍ରୋତ୍ସାହିତ କରିବା … Continue reading ସ୍ୱାସ୍ଥ୍ୟ କ୍ଷେତ୍ରରେ ରହିଛି ଅନେକ ଚ୍ୟାଲେଞ୍ଜ, ଏଥର କେତେ ବଢ଼ିବ ସ୍ୱାସ୍ଥ୍ୟ ବଜେଟ?
Copy and paste this URL into your WordPress site to embed
Copy and paste this code into your site to embed