Black Cumin: କଳା ଜିରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ । ଏହା ଥକ୍କା ଏବଂ ଦୁର୍ବଳତାକୁ ଦୂର କରିଥାଏ, ଶରୀରରେ ଶକ୍ତି ଯୋଗାଇଥାଏ । ଏହାର ଆଣ୍ଟିମାଇକ୍ରୋବାୟଲ୍ ଗୁଣ ଯୋଗୁଁ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟାରେ କଳା ଜିରା ଉପକାରୀ ଅଟେ। ଦାନ୍ତବିନ୍ଧା ଓ ମୁଣ୍ତବିନ୍ଧା ଅନେକ ସମୟରେ ମାଇଗ୍ରେନ ହେଉବା ଶୋଇବାରେ ଅନିୟମିତତା କାରଣରୁ ଆମର ମୁଣ୍ଡବିନ୍ଧା ହୋଇଥାଏ । ଯଦି ଆପଣ ଏହି ଅସୁବିଧାର ସାମ୍ନା ପ୍ରତ୍ୟେକ … Continue reading ଶରୀରକୁ ଶକ୍ତି ଯୋଗାଏ କଳା ଜିରା
Copy and paste this URL into your WordPress site to embed
Copy and paste this code into your site to embed