HC stays Odisha govt order on promotion to unreserved vacancies ।। ଅଣସଂରକ୍ଷିତ ପଦବୀରେ ପଦୋନ୍ନତି ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ସ୍ଥଗିତ ରଖିଲେ ହାଇକୋର୍ଟ

ସାଧାରଣ ବର୍ଗର ସରକାରୀ କର୍ମଚାରୀମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଓଡ଼ିଶା ହାଇକୋର୍ଟ ୨୦୨୪ ସେପ୍ଟେମ୍ବର ୧୧ରେ ପଦୋନ୍ନତି ପ୍ରସଙ୍ଗରେ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ୱାରା ଜାରି କରାଯାଇଥିବା ସ୍ପଷ୍ଟୀକରଣକୁ କାର୍ଯ୍ୟକାରୀ କରିବା ଉପରେ ସ୍ଥଗିତାଦେଶ ଲଗାଇଛନ୍ତି। ବିଚାରପତି ବିରଜା ପ୍ରସନ୍ନ ସତପଥୀଙ୍କ ଏକକ ଖଣ୍ଡପୀଠଙ୍କ ୨୩ ଜୁଲାଇ ଆଦେଶ ମଧ୍ୟ ୬ ମଇ ୨୦୨୪ରେ ପ୍ରତ୍ୟକ୍ଷ ନିଯୁକ୍ତି/ପଦୋନ୍ନତିରେ ‘ନିଜସ୍ୱ ଯୋଗ୍ୟତା’ … Continue reading HC stays Odisha govt order on promotion to unreserved vacancies ।। ଅଣସଂରକ୍ଷିତ ପଦବୀରେ ପଦୋନ୍ନତି ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ସ୍ଥଗିତ ରଖିଲେ ହାଇକୋର୍ଟ