Number Plate : ଭାରତରେ ସାଧାରଣତଃ ସମସ୍ତ ଯାନବାହନ ପାଇଁ ନମ୍ବର ପ୍ଲେଟ୍ ବାଧ୍ୟତାମୂଳକ ଏବଂ ଆରଟିଓ ଅର୍ଥାତ୍ ରୋଡ୍ ଟ୍ରାନ୍ସପୋର୍ଟ ଅଫିସରେ ପଞ୍ଜୀକରଣ ମଧ୍ୟ ଆବଶ୍ୟକ। କିନ୍ତୁ କିଛି ବିଶେଷ ଯାନବାହନକୁ ଏହାର ଆବଶ୍ୟକତା ନାହିଁ। ସେମାନଙ୍କୁ ନମ୍ବର ପ୍ଲେଟ୍ କିମ୍ବା ଆରଟିଓରେ ପଞ୍ଜୀକରଣର ଆବଶ୍ୟକତା ନଥାଏ। କିଛି ଯାନବାହନରେ ନମ୍ବର ହିଁ ଥାଏ ନାହିଁ। ତେବେ କେଉଁମାନଙ୍କୁ ସାଧାରଣ ଯାନବାହନ ତୁଳନାରେ ଏହି ଖାସ୍ ମାନ୍ୟତା ମିଳିଥାଏ? ଭାରତର ରାଷ୍ଟ୍ରପତି ଏବଂ ରାଜ୍ୟପାଳମାନଙ୍କର ଆଧିକାରିକ … Continue reading ବିନା ନମ୍ବର ପ୍ଲେଟରକାର କେବେ ଦେଖିଛନ୍ତି ? ଜାଣନ୍ତୁ ଭାରତରେ କେଉଁମାନଙ୍କୁ ମିଳିଛି ବିନା ନମ୍ବର ପ୍ଲେଟରେ ଗାଡ଼ି ଚଳାଇବାର ଅଧିକାର
Copy and paste this URL into your WordPress site to embed
Copy and paste this code into your site to embed