ନିଜ ହାର ସ୍ୱୀକାର କଲେଣି କି ଦିଦି? || “Does Didi has accepted defeat?”

ପଶ୍ଚିମବଙ୍ଗ ରାଜନୀତି ଏବେ ଏମିତି ଏକ ମୋଡ଼ରେ ପହଞ୍ଚିଛି, ଯେଉଁଠି ପ୍ରତିଟି ମୁହୂର୍ତ୍ତରେ ସମୀକରଣ ବଦଳୁଛି। ୨୦୨୬ ନିର୍ବାଚନ ପୂର୍ବରୁ ବିଜେପି ଏବଂ ଟିଏମସି ମଧ୍ୟରେ ଲଢ଼େଇ ଏବେ ସିଧାସଳଖ ହୋଇଛି। କିନ୍ତୁ ଆଜିର ସବୁଠାରୁ ବଡ଼ ପ୍ରଶ୍ନ ହେଉଛି- ମମତା ବାନାର୍ଜୀ କ’ଣ ନିଜର ପରାଜୟ ସ୍ୱୀକାର କରିସାରିଛନ୍ତି? କାହିଁକି ସେ ନିଜ ଭାଷଣରେ ‘ରହା ତୃଣମୂଳ ତୋ ଫିର୍ ମିଲେଙ୍ଗେ’ ଭଳି ଶବ୍ଦ ବ୍ୟବହାର କରୁଛନ୍ତି? ଆସନ୍ତୁ ଜାଣିବା ବଙ୍ଗଳା ରାଜନୀତିର ଏହି ବିସ୍ଫୋରକ … Continue reading ନିଜ ହାର ସ୍ୱୀକାର କଲେଣି କି ଦିଦି? || “Does Didi has accepted defeat?”