ହିନ୍ଦୁତ୍ୱଠାରୁ ଦୂରେଇ ଗଲାଣି କି ଓଡ଼ିଶା ବିଜେପି? || Has the Odisha BJP moved away from Hindutva?

ସର୍ବଭାରତୀୟ ସ୍ତରରେ ଭାରତୀୟ ଜନତା ପାର୍ଟିର ସମସ୍ତ ବଡ଼ ବଡ଼ ନେତା ଯେଉଁଠି ଗର୍ବର ସହିତ ଖୋଲାଖୋଲି ଭାବେ ହିନ୍ଦୁତ୍ୱ ରାଜନୀତି କରନ୍ତି, ସେଠାରେ ଓଡ଼ିଶା ବିଜେପିର ନେତା ଏବଂ ଏଠାରକାର ବିଜେପି ସରକାରଙ୍କୁ କ’ଣ ଏବେ ହିନ୍ଦୁତ୍ୱ ଚିନ୍ତାଧାରା ଗନ୍ଧାଉଛି? ଏଭଳି ଏକ ସାଂଘାତିକ ପ୍ରଶ୍ନ ଏବେ ଓଡ଼ିଶାର ରାଜନୈତିକ କରିଡରରେ ଜୋର୍‌ରେ ଆନ୍ଦୋଳିତ ହେବାରେ ଲାଗିଛି। ଏହି କଥା ଆମେ କହୁନାହୁଁ, ବରଂ ରାଜ୍ୟର ବିଜେପି ମନ୍ତ୍ରୀ ଏବଂ ସରକାରଙ୍କ କାର୍ଯ୍ୟକ୍ରମ ତଥା ବ୍ୟବହାରରୁ … Continue reading ହିନ୍ଦୁତ୍ୱଠାରୁ ଦୂରେଇ ଗଲାଣି କି ଓଡ଼ିଶା ବିଜେପି? || Has the Odisha BJP moved away from Hindutva?