Has politics become a license for goondaism? ।। ରାଜନୀତି କ’ଣ ଗୁଣ୍ଡାଗିରିର ଲାଇସେନ୍ସ ପାଲଟିଛି?

ରାଜନୀତି ଏବେ ଆଉ ଲୋକନୀତି ହୋଇ ରହିନାହିଁ କି ଲୋକଙ୍କ ହିତରେ ଯାଉନି। ରାଜନୀତି ଏବେ ଗୁଣ୍ଡାଗିରିର ଢାଲ ପାଲଟିଛି। ଏମିତିବି କହିଲେ ଭୁଲ ହେବନି ଗୁଣ୍ଡାଗିରି ପାଇଁ ରାଜନୀତି ଲାଇସେନ୍ସ ପାଲଟିଛି। ଆମେ କାହିଁକି ଏଭଳି କହୁଛୁ ଆପଣ ନିଜେ ଜାଣି ପାରିବେ। କ୍ଷମତାରେ ରହିବା ଦଳ କିଭଳି ଅଧିକାରୀ ଓ ସାଧାରଣ ଳୋକଙ୍କ ଉପରେ ବଳ ପ୍ରୟୋଗ କରୁଛନ୍ତି ତାହା କାହାକୁ ଅଛପା ନ ଥିବ। ଏ ଭଳି ଘଟଣା ପୂର୍ବ ସରକାରରେ ଘଟୁଥିଲା … Continue reading Has politics become a license for goondaism? ।। ରାଜନୀତି କ’ଣ ଗୁଣ୍ଡାଗିରିର ଲାଇସେନ୍ସ ପାଲଟିଛି?