ପ୍ରେମର ସନ୍ଧାନରେ, ଛାଡ଼ପତ୍ର ପ୍ରାପ୍ତ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ପାଇଁ ସହଜ କି?

Divorced women: ଆଜି ଦୁନିଆ ପ୍ରେମ ପାଇଁ ଭୋକିଲା; ଚାହିଁବା ପାଇଁ ଭୋକିଲା , ଭଲ ପାଇବା ପାଇଁ ଭୋକିଲା। – ମଦର ଟେରେସା ଆଜିକାଲିର ସମୟରେ ପ୍ରେମ ଖୋଜିବା ଏକ ଚାଲେଞ୍ଜ। ପ୍ରକୃତରେ ଏହା ସତ କି ? ଏହା ଏକ ଯାଦୁକରୀ ଅନୁଭବ। କିନ୍ତୁ ପ୍ରେମର ଏହି ସନ୍ଧାନରେ ଛାଡ଼ପତ୍ର ପ୍ରାପ୍ତ ପୁରୁଷଙ୍କ ପାଇଁ ମହିଳାଙ୍କ ତୁଳନାରେ ସହଜ ହୋଇଥାଏ କି? ୨୫ରୁ ୪୪ ବର୍ଷ ବୟସର ୬୫.୪% ମହିଳା ଏବଂ ୩୪.୫% ପୁରୁଷଙ୍କ ଉପରେ … Continue reading ପ୍ରେମର ସନ୍ଧାନରେ, ଛାଡ଼ପତ୍ର ପ୍ରାପ୍ତ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ପାଇଁ ସହଜ କି?