ହର୍ଷିତାଙ୍କୁ ମନୀଷ ସ୍ମାରକୀ ‘ନିର୍ଭୟ’ ଯୁବ ପୁରସ୍କାର, ‘ସୋସିଆଲ୍‌ ମିଡିଆରୁ ବର୍ତ୍ତି ଯୁବଗୋଷ୍ଠୀ ବିବେକବାନ’ || Harshita gets Manish Memorial ‘Nirbhaya’ Youth Award, ‘Youth group free from social media is conscious’

ବଜାର ଆଜି ସମସ୍ତଙ୍କୁ କରାୟତ କରିଛି । ଯୁବଗୋଷ୍ଠୀ ଆଜି ସେଲିବ୍ରିଟି ହେବା ପାଇଁ ଚାହୁଁଛନ୍ତି । ଇଟ୍ସ ମାଇ ଲାଇଫ୍‌ ଓ ମାଇ ଚଏସ୍‌ ବୋଲି ନାରା ଦେଇ ନିଜ ମନ ଚାହୁଁଥିବା କଥା ସାମାଜିକ ଗଣମାଧ୍ୟମର ପ୍ରଭାବରେ କରିବାକୁ ଚାହୁଁଛନ୍ତି ସେମାନେ । ନିଜ ସ୍ୱାଧୀନତା ବୋଲି ଯାହାକୁ ଯୁବଗୋଷ୍ଠୀ କହୁଛନ୍ତି ତାହା ଏବେ ସ୍ୱେଚ୍ଛାଚାରିତା ଆଡ଼କୁ ଗତିକରି ଯାଉଛି ବୋଲି ମନୀଷ ସ୍ମାରକୀ ‘ନିର୍ଭୟ’ ଯୁବ ପୁରସ୍କାର ୨୦୨୬ ସମାରୋହର ମୁଖ୍ୟ ଅତିଥି … Continue reading ହର୍ଷିତାଙ୍କୁ ମନୀଷ ସ୍ମାରକୀ ‘ନିର୍ଭୟ’ ଯୁବ ପୁରସ୍କାର, ‘ସୋସିଆଲ୍‌ ମିଡିଆରୁ ବର୍ତ୍ତି ଯୁବଗୋଷ୍ଠୀ ବିବେକବାନ’ || Harshita gets Manish Memorial ‘Nirbhaya’ Youth Award, ‘Youth group free from social media is conscious’