Harsh winds are coming towards India from Iran’s destroyed nuclear Sites, how safe is Odisha? ।। ଇରାନର ଧ୍ୱସ୍ତ ପରମାଣୁ ଆଡ୍ଡାରୁ ଭାରତ ଆଡ଼କୁ ଆସୁଛି ବିଶାକ୍ତ ହାୱା, ଓଡ଼ିଶା କେତେ ସୁରକ୍ଷିତ ?

ଆମେରିକାର ଦାଦାଗିରି ଭାରତ ସମେତ ସାରା ବିଶ୍ୱ ଉପରେ ଭାରୀ ପଡ଼ିଛି। ଇରାନର ଫୋର୍ଡୋ, ନାଟାଞ୍ଜ ଓ ଇସ୍ଫାହାନ ପରମାଣୁ କେନ୍ଦ୍ରଗୁଡ଼ିକ ଉପରେ ବଙ୍କର ଭେଦି ବୋମାଦ୍ୱାରା ଆକ୍ରମଣ କରାଯାଇଛି। ସିଏନଏନ ଜଣେ ଆମେରିକୀ ଅଧିକାରୀଙ୍କ ଉଦ୍ଧୃତ କରି କହିଛି ଯେ ଆମେରିକା ଫୋର୍ଡୋର ପରମାଣୁ କେନ୍ଦ୍ର ଉପରେ ଏକ ଡଜନ ବଙ୍କର-ଭେଦି ବୋମା ପକାଇବା ପାଇଁ ଛଅଟି ବି-୨ ବୋମାବର୍ଷକ ବିମାନ ବ୍ୟବହାର କରିଛି। ଟ୍ରମ୍ପ ସୋସିଆଲ ମିଡିଆରେ କହିଛନ୍ତି ଯେ ପ୍ରାଥମିକ ଟାର୍ଗେଟ୍ ଫୋର୍ଡୋ … Continue reading Harsh winds are coming towards India from Iran’s destroyed nuclear Sites, how safe is Odisha? ।। ଇରାନର ଧ୍ୱସ୍ତ ପରମାଣୁ ଆଡ୍ଡାରୁ ଭାରତ ଆଡ଼କୁ ଆସୁଛି ବିଶାକ୍ତ ହାୱା, ଓଡ଼ିଶା କେତେ ସୁରକ୍ଷିତ ?