haroscope ।। ଫେବୃଆରୀରେ ତିନିଥର ସ୍ଥାନ ବଦଳାଇବେ ସୂର୍ଯ୍ୟ, ୫ ରାଶି ପାଇବେ ଗୁପ୍ତଧନ!
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ଗତି ମନୁଷ୍ୟର ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ୨୦୨୬ ଫେବୃଆରୀ ମାସ ଏହି ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିବ କାରଣ ଏହି ମାସରେ ସୂର୍ଯ୍ୟ ତିନିଥର ତାଙ୍କର ନକ୍ଷେତ୍ର ଓ ରାଶି ପରିବର୍ତ୍ତନ କରିବେ । ସୂର୍ଯ୍ୟଙ୍କ ଏପରି ଦ୍ରୁତ ଗତି ସାଧାରଣ ନୁହେଁ ଏବଂ ଏହା ଅନେକ ରାଶିର ଜୀବନରେ ଗଭୀର ପରିବର୍ତ୍ତନ ଆଣିପାରେ। ମାସର ଆରମ୍ଭରେ ସୂର୍ଯ୍ୟ ଶ୍ରାବଣ ନକ୍ଷତ୍ର ଛାଡ଼ି ଧନିଷ୍ଠା ନକ୍ଷତ୍ରରେ ପ୍ରବେଶ … Continue reading haroscope ।। ଫେବୃଆରୀରେ ତିନିଥର ସ୍ଥାନ ବଦଳାଇବେ ସୂର୍ଯ୍ୟ, ୫ ରାଶି ପାଇବେ ଗୁପ୍ତଧନ!
Copy and paste this URL into your WordPress site to embed
Copy and paste this code into your site to embed