ହୋଲି ପୂର୍ବରୁ ବୁଧଙ୍କ ପ୍ରଭାବ, ଏହି ୩ଟି ରାଶିଙ୍କୁ ମିଳିବ ଆର୍ଥିକ ଲାଭ ।। Haroscope

୨୬ ଫେବୃଆରୀ  ଦ୍ୱିପ୍ରହର ୧୨ଟା ୧୬ମିନିଟ୍‌ରେ ବୁଧ ଗ୍ରହ ମୀନ ରାଶିରେ ପ୍ରବେଶ କରିଛନ୍ତି । ଏହାପରେ ସେ ଓଲଟା ଗତିରେ ଗୋଚର କରି ୨୦ ମାର୍ଚ୍ଚ ବିଳମ୍ବିତ ରାତି ୧ଟା ୨ମିନିଟ୍‌ରେ ପୁନଃ ସିଧା ଚାଳନ ଆରମ୍ଭ କରିବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧକୁ ବୁଦ୍ଧି, ବାଣୀ, ବ୍ୟବସାୟ ଓ ଯୋଗାଯୋଗର କାରକ ଗ୍ରହ ବୋଲି ମନାଯାଏ । ଜନ୍ମକୁଣ୍ଡଳୀରେ ବୁଧଙ୍କ ଅବସ୍ଥାନ ବ୍ୟକ୍ତିର ମାନସିକ କ୍ଷମତା, ବ୍ୟବସାୟିକ ସଫଳତା ଓ ନିଷ୍ପତ୍ତିଗତ କୌଶଳ … Continue reading ହୋଲି ପୂର୍ବରୁ ବୁଧଙ୍କ ପ୍ରଭାବ, ଏହି ୩ଟି ରାଶିଙ୍କୁ ମିଳିବ ଆର୍ଥିକ ଲାଭ ।। Haroscope