କାଲି ମହାଲକ୍ଷ୍ମୀ ରାଜଯୋଗ, ଏହି ତିନୋଟି ରାଶିରେ ଟଙ୍କାର ବର୍ଷା ।। Haroscope
ଏହି ବର୍ଷ ମହାଶିବରାତ୍ରୀ ପରଦିନ ଫେବୃଆରୀ ୧୬ ତାରିଖରେ ଉପବାସ ଭଙ୍ଗ କରାଯିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହାଶିବରାତ୍ରି ବିଶେଷ ମହତ୍ତ୍ୱ ଧାରଣ କରିଛି। କାରଣ ଫେବୃଆରୀ ୧୬ରେ ଚନ୍ଦ୍ର ମକର ରାଶିରେ ପ୍ରବେଶ କରିବେ, ଯେଉଁଠାରେ ମଙ୍ଗଳ ପୂର୍ବରୁ ବିରାଜମାନ ଅଛନ୍ତି। ପ୍ରାୟ ୧୮ ମାସ ପରେ ମକରରେ ମଙ୍ଗଳଙ୍କ ଉପସ୍ଥିତି ଏବଂ ଚନ୍ଦ୍ରଙ୍କ ସଂଯୋଗ ଏକ ଶୁଭ ସଂଯୋଗ ତିଆରି କରୁଛି, ଯାହାକୁ ଜ୍ୟୋତିଷୀମାନେ “ମହାଲକ୍ଷ୍ମୀ ରାଜଯୋଗ” ଭାବେ ବର୍ଣ୍ଣନା କରୁଛନ୍ତି। ଏହି … Continue reading କାଲି ମହାଲକ୍ଷ୍ମୀ ରାଜଯୋଗ, ଏହି ତିନୋଟି ରାଶିରେ ଟଙ୍କାର ବର୍ଷା ।। Haroscope
Copy and paste this URL into your WordPress site to embed
Copy and paste this code into your site to embed