ଶନିଙ୍କ ପ୍ରବେଶ , ଏହି ୪ ରାଶିଙ୍କର ରହିବନି ଟଙ୍କାର ଅଭାବ ।। Haroscope

ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କର ଗୋଚର ମାନବ ଜୀବନରେ ଗଭୀର ପ୍ରଭାବ ପକାଇଥାଏ । ଏହି କ୍ରମରେ ୩ ଜୁନ୍ ୨୦୨୭ ତାରିଖରେ ଶନି ଦେବ ମେଷ ରାଶିରେ ପ୍ରବେଶ କରିବେ, ଯାହା ପ୍ରାୟ ୩୦ ବର୍ଷ ପରେ ଘଟୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ପରିବର୍ତ୍ତନ । ମେଷ ଶନିଙ୍କର ନିମ୍ନ ରାଶି ହେଉଥିବାରୁ ଏହି ଗୋଚର ଅନେକ ରାଶି ପାଇଁ ସମସ୍ୟା ନେଇଆସିପାରେ। ତେବେ ଜ୍ୟୋତିଷୀମାନଙ୍କ ମତାନୁସାରେ, ଏହି ପରିବର୍ତ୍ତନ ୪ଟି ରାଶି ପାଇଁ … Continue reading ଶନିଙ୍କ ପ୍ରବେଶ , ଏହି ୪ ରାଶିଙ୍କର ରହିବନି ଟଙ୍କାର ଅଭାବ ।। Haroscope