Harijan Temple Entrance ।। ହରିଜନଙ୍କ ମନ୍ଦିର ପ୍ରବେଶ

ସ୍ଵାଧୀନତା ପ୍ରାପ୍ତି ବେଳକୁ ମହତାବଙ୍କ ଅଧୀନରେ ଗଠିତ ସରକାରଙ୍କ ପକ୍ଷରୁ ଓଡ଼ିଶାର ଜନସାଧାରଣଙ୍କ ମାନ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଯେକେହି କଳ୍ପନା କରିପାରିବେ ୧୯୪୭ ସମୟରେ ଓଡ଼ିଆମାନଙ୍କର ସାମାଜିକ ଓ ଆର୍ଥିକ ଅବସ୍ଥା କ’ଣ ଥିବ। ଲୋକଙ୍କ ହିତ ପାଇଁ ଯେଉଁ ସ୍ୱପ୍ନ ଓ ସଂକଳ୍ପ କରାଯାଇଥିଲା ସେଗୁଡ଼ିକୁ ପୂରଣ କରିବା ଏକ କଠିନ କାର୍ଯ୍ୟ ଥିଲା। ଜନସାଧାରଣଙ୍କ ଭିତରେ ଆଶା ପ୍ରବଳ ଥିଲା। ପ୍ରତ୍ୟେକ ସାମାଜିକ ଗୋଷ୍ଠୀର ନିଜ ନିଜ ସ୍ୱାର୍ଥ … Continue reading Harijan Temple Entrance ।। ହରିଜନଙ୍କ ମନ୍ଦିର ପ୍ରବେଶ