Harekrushna Mahatab and other libraries losing his Glory ।। ଗୌରବ ହରାଉଛି ହରେକୃଷ୍ଣ ମହତାବ ଓ ଅନ୍ୟ ଗ୍ରନ୍ଥାଗାର

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ପଡିଛି କର୍ମଚାରୀ ମରୁଡ଼ି। ୪୩ଟି ମଞ୍ଜୁରୀପ୍ରାପ୍ତ ପଦ ଥ‌ିବା ବେଳେ ମାତ୍ର ୨ ଜଣ ନିୟମିତ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଫଳରେ ପ୍ରାୟ ୨ ଲକ୍ଷରୁ ଅଧିକ ବହିର ରକ୍ଷଣାବେକ୍ଷଣରେ ବାଧା ଉପୁଜୁଛି। କର୍ମଚାରୀ ଅଭାବରୁ ଗବେଷକମାନେ ମଧ୍ୟ ବହି ପାଇ ପାରୁନାହାନ୍ତି। ଦୈନିକ ୬ ଶହରୁ ଅଧିକ ପିଲା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି କରିବାକୁ ଏଠାରେ ପଢୁଛନ୍ତି। ସେମାନଙ୍କ ଲାଇବ୍ରେରୀ କାର୍ଡ କରିବା ସହ ପାଠପଢ଼ା ସୁବ୍ୟବସ୍ଥିତ … Continue reading Harekrushna Mahatab and other libraries losing his Glory ।। ଗୌରବ ହରାଉଛି ହରେକୃଷ୍ଣ ମହତାବ ଓ ଅନ୍ୟ ଗ୍ରନ୍ଥାଗାର