ଓଡ଼ିଶାରେ ପାଠାଗାର ସ୍ଥିତି : ଅନେକ କିଛି କରିବାକୁ ଅଛି

ଓଡ଼ିଶାରେ ପାଠାଗାର ସ୍ଥିତି,ଏହାରଐତିହାସିକ ମହତ୍ତ୍ୱ,ରହିଥିବା ଆହ୍ୱାନ ,ଆଧୁନିକୀକରଣ ଏବଂ ପହଞ୍ଚ ଏସବୁକୁ ଯଦି ବିଆଚାରକୁ ନିଆଯାଏ ଏକ ମିଶ୍ରିତ ଚିତ୍ର ସାମନାକୁ ଆସିବ । ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସମ୍ପନ୍ନ ରାଜ୍ୟ ଓଡ଼ିଶାରେ ଜ୍ଞାନ ସଂରକ୍ଷଣର ଏକ ଦୀର୍ଘ ପରମ୍ପରା ରହିଛି, ଯାହା ‘ଭାଗବତ ଟୁଙ୍ଗୀ’ ଭଳି ପ୍ରାଚୀନ ଅନୌପଚାରିକ ଅନୁଷ୍ଠାନରୁ ଆରମ୍ଭ ହୋଇ ସାର୍ବଜନୀନ ପାଠାଗାରରେ ପରିଣତ ହୋଇଛି। ତେବେ ଏହାର ପାଠାଗାର ବ୍ୟବସ୍ଥାର ସାମ୍ପ୍ରତିକ ସ୍ଥିତି ଏକ ନିରନ୍ତର ସମସ୍ୟାକୁ ଦର୍ଶାଉଛି। ଭୁବନେଶ୍ଵରର ହରେକୃଷ୍ଣ … Continue reading ଓଡ଼ିଶାରେ ପାଠାଗାର ସ୍ଥିତି : ଅନେକ କିଛି କରିବାକୁ ଅଛି