ସୋସିଆଲ ମିଡିଆରେ ଭୟଙ୍କର ଲଢ଼େଇ ପରେ ଥାନାରେ ଏତଲା ଦେଲେ ପୂର୍ବତନ କ୍ରିକେଟିୟର ହରଭଜନ

Harbhajan singh: ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ହରଭଜନ ସିଂହ ସୋସିଆଲ ମିଡିଆରେ କିଛି ନା କିଛି ପୋଷ୍ଟ କରିଥାନ୍ତି। କିନ୍ତୁ ଏଥର ସୋସିଆଲ ମିଡିଆରେ କିଛି ପ୍ରଶଂସକଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଏହି ମାମଲାରେ ହରଭଜନ ସିଂହ ମଧ୍ୟ ଏତଲା ଦେଇଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂହ ସୋସିଆଲ ମିଡିଆରେ ବେଶ୍‍ ସକ୍ରିୟ। ସେ ପ୍ରାୟତଃ କିଛି ନା କିଛି ସୋସିଆଲ ମିଡିଆରେ ଲେଖିଥାନ୍ତି। ନିକଟରେ ପାକିସ୍ତାନ ଉପରେ ଭାରତର ବିଜୟକୁ ମଧ୍ୟ … Continue reading ସୋସିଆଲ ମିଡିଆରେ ଭୟଙ୍କର ଲଢ଼େଇ ପରେ ଥାନାରେ ଏତଲା ଦେଲେ ପୂର୍ବତନ କ୍ରିକେଟିୟର ହରଭଜନ