ମଙ୍ଗଳ ବ୍ରତ କରୁଥିଲେ, ଜାଣି ରଖନ୍ତୁ ଏହି ନିୟମ…

Mangala Vrat: ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ପୂଜା କରାଯାଏ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ମଙ୍ଗଳବାର ଦିନ ହନୁମାନଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ସଙ୍କଟ ଦୂର ହୋଇଥାଏ । ସଙ୍କଟ ମୋଚନ ତାଙ୍କ ସମସ୍ତ ଭକ୍ତଙ୍କ ଜୀବନରୁ ସଙ୍କଟ ଦୂର କରିବା ସହ ସୁରକ୍ଷା ପ୍ରଦାନ କରିଥାଆନ୍ତି । ତେବେ ମଙ୍ଗଳବାର ଦିନ କରୁଥିବା ମଙ୍ଗଳ ବ୍ରତର ବିଶେଷ ମାନ୍ୟତା ରହିଛି । ତେଣୁ ହନୁମାନଙ୍କ ଭକ୍ତମାନେ ମଙ୍ଗଳବାର ଦିନ ତାଙ୍କୁ ପୂଜା କରିଥାଆନ୍ତି। … Continue reading ମଙ୍ଗଳ ବ୍ରତ କରୁଥିଲେ, ଜାଣି ରଖନ୍ତୁ ଏହି ନିୟମ…