ହସ୍ତଶିଳ୍ପ ଦେଇଛି ରୋଜଗାର, ଅଦରକାରୀ କାଗଜରୁ ଭଳିକି ଭଳି ଜିନିଷ କରୁଛନ୍ତି ମହିଳା

ଅଦରକାରୀ କାଗଜ ସାଜିଛି ରୋଜଗାରର ପ୍ରମୁଖ ମାଧ୍ୟମ । ଭଳିକି ଭଳି ଆକର୍ଷଣୀୟ  ଦେବାଦେବୀ ମୂର୍ତ୍ତୀ, ଫୁଲକୁଣ୍ତ, ପେନଷ୍ଟାଣ୍ଡ ସହ ଅନେକ ସୁନ୍ଦର କଳାକୃତି ତିଆରି କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ପାଖାପାଖି ୨୦ ଜଣ ମହିଳା ହୋଇଛନ୍ତି  ସ୍ବାବଲମ୍ବୀ । କେନ୍ଦୁଝର ଘସିପୁରା ବ୍ଲକ ଅଳତି ମା’ତାରିଣୀ ପ୍ରଡ୍ୟୁସର ଗ୍ରୁପର ଆତ୍ମନିର୍ଭରଶୀଳ ମହିଳାଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ରାଜ୍ୟ ହସ୍ତ ଶିଳ୍ପ ନିର୍ଦ୍ଦେଶାଳୟ ତରଫରୁ ଜିଲ୍ଲା  ସହକାରୀ ହସ୍ତଶିଳ୍ପ ନିର୍ଦ୍ଦେଶକଙ୍କ ସଂଯୋଜନାରେ ୬ … Continue reading ହସ୍ତଶିଳ୍ପ ଦେଇଛି ରୋଜଗାର, ଅଦରକାରୀ କାଗଜରୁ ଭଳିକି ଭଳି ଜିନିଷ କରୁଛନ୍ତି ମହିଳା