ପିରିୟଡ୍‍ସ ମୋତେ ଦୁଷ୍କର୍ମରୁ ବଞ୍ଚାଇଲା, ହମାସ୍‍ର କବଳରୁ ମୁକୁଳିଥିବା ୩୧ ବର୍ଷୀୟା ଇଲାନା ବଖାଣିଲେ ତାଙ୍କ ଭୟଙ୍କର ଅନୁଭବ

Hamas Hostage: ଇସ୍ରାଏଲୀ ମହିଳା ଇଲାନା ଗ୍ରିଚୋଭ୍‍ସ ହମାସ୍‍ର ବନ୍ଦୀ ଭାବେ ନିଜର ଭୟାନକ ଅନୁଭବ ବିଷୟରେ ବର୍ଣ୍ଣନା କରିଛନ୍ତି। ୭ ଅକ୍ଟୋବର ୨୦୨୩ରେ ଅପହରଣ ପରେ ତାଙ୍କୁ ଜବରଦସ୍ତି ଏକ ସ୍ଥାନକୁ ନିଆଯାଇଥିଲା ଯେଉଁଠାରେ ତାଙ୍କର ଯୌନ ଉତ୍ପୀଡ଼ନ କରାଯାଇଥିଲା। ହମାସ୍‍ ଯୋଦ୍ଧାମାନଙ୍କ ସହ ବଳପୂର୍ବକ ବିବାହ କରାଇବାର ଧମକ ଦିଆଯାଇଥିଲା। ଇଲାନା କହିଛନ୍ତି ଯେ ସେଦିନ ତାଙ୍କୁ ପିରିୟଡ୍‍ସ ନ ହୋଇଥିଲେ ହମାସ୍‍ ଆତଙ୍କବାଦୀ ତାଙ୍କ ସହ ବଳାତ୍କାର କରିଥାନ୍ତେ।  ମୁକ୍ତ ହେବା ପରେ … Continue reading ପିରିୟଡ୍‍ସ ମୋତେ ଦୁଷ୍କର୍ମରୁ ବଞ୍ଚାଇଲା, ହମାସ୍‍ର କବଳରୁ ମୁକୁଳିଥିବା ୩୧ ବର୍ଷୀୟା ଇଲାନା ବଖାଣିଲେ ତାଙ୍କ ଭୟଙ୍କର ଅନୁଭବ