ଭାରତରେ କେମିତି ଓ କିଏ ଜାରି କରେ ‘ହଲାଲ’ ସାର୍ଟିଫିକେଟ୍?

Halal Certificate: ହଲାଲ ସାର୍ଟିଫିକେସନକୁ ନେଇ ବିବାଦ ଦେଖାଦେଇଛି। ତେବେ ଆସନ୍ତୁ ଜାଣିବା ହଲାଲ ସାର୍ଟିଫିକେଟ କ‘ଣ ଏବଂ କେଉଁ ଜିନିଷ ପାଇଁ ଜାରି କରାଯାଏ। ଉତ୍ତରପ୍ରଦେଶ ସରକାରଙ୍କ ଖାଦ୍ୟ ନିରାପତ୍ତା ଏବଂ ଔଷଧ ପ୍ରଶାସନ ନଭେମ୍ବର ୨୦୨୩ରେ ହଲାଲ ସାର୍ଟିଫାଏଡ୍ ଉତ୍ପାଦ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହାକୁ ନେଇ ଜମିୟତ ଉଲେମା-ଏ-ହିନ୍ଦ ହଲାଲ ଟ୍ରଷ୍ଟ ହଲାଲ ଉତ୍ପାଦ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛି। ଟ୍ରଷ୍ଟ ପକ୍ଷରୁ ସୁପ୍ରିମକୋର୍ଟରେ ଏକ … Continue reading ଭାରତରେ କେମିତି ଓ କିଏ ଜାରି କରେ ‘ହଲାଲ’ ସାର୍ଟିଫିକେଟ୍?