କାହିଁକି କୌଣସି ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇନି ଏହି ଅଭିନେତାଙ୍କ ନାମ?

Shah Rukh Khan: ଶାହାରୁଖ ଖାନ ଏହା କେବଳ ଏକ ନାମ ନୁହେଁ, ଏହା ଏକ ବ୍ରାଣ୍ଡ । ପୁଅ ହେଉ କି ଝିଅ ସମସ୍ତେ ଶାହାରୁଖ ଖାନଙ୍କୁ ବହୁତ ପସନ୍ଦ କରନ୍ତି । ସୋସିଆଲ ମିଡ଼ିଆରେ ଏମିତି ଅନେକ ସେଲିବ୍ରେଟିଙ୍କ ଇଣ୍ଟରଭିଉ ଦେଖିବାକୁ ମିଳେ, ଯେଉଁଥିରେ ସେମାନେ ଶାହାରୁଖ ଖାନଙ୍କ ଚାର୍ମ ବା ବ୍ୟକ୍ତିତ୍ୱ ବିଷୟରେ କହିଥାନ୍ତି । ତାଙ୍କୁ ସବୁବେଳେ ସମସ୍ତଙ୍କ ସହ ବହୁତ ହିଁ ସଭ୍ୟ ଏବଂ ଭଦ୍ର ଆଚରଣ କରିବାର ଦେଖାଯାଏ … Continue reading କାହିଁକି କୌଣସି ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇନି ଏହି ଅଭିନେତାଙ୍କ ନାମ?