ପାକିସ୍ତାନରେ ସେଫ୍ ହାଉସ ଖୋଜୁଛନ୍ତି ହାଫିଜ୍ ଠାରୁ ମୌଲାନ ମସୁଦ

Pakistan: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାର ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ମୁଡରେ ଅଛନ୍ତି। ଭାରତର ଏହି କଠୋର ମନୋଭାବ ଦେଖି ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନରେ ଆତଙ୍କ ଖେଳିଯାଇଛି। ସେମାନେ ଭୟଭୀତ ଯେ ଭାରତ କୌଣସି ଆକ୍ରମଣ କରିପାରେ। ଏହା ମଧ୍ୟରେ ପାକିସ୍ତାନ ତା’ର ଆତଙ୍କବାଦୀ ମୁଖ୍ୟମାନଙ୍କୁ ଲୁଚାଇବା ଆରମ୍ଭ କରିଦେଇଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ଲସ୍କର-ଏ-ତୈୟବାର ମୁଖ୍ୟ ହାଫିଜ ସଈଦ ଓ ଆତଙ୍କବାଦୀ ମସୂଦ ଅଜହରଙ୍କୁ ଗୁପ୍ତ … Continue reading ପାକିସ୍ତାନରେ ସେଫ୍ ହାଉସ ଖୋଜୁଛନ୍ତି ହାଫିଜ୍ ଠାରୁ ମୌଲାନ ମସୁଦ