ଅଭ୍ୟାସଗତ ଅସାଧୁ, ଶୀଶମହଲ, ବିପର୍ଯ୍ୟୟ ସରକାର… ଆପ୍କୁ ଏଭଳି ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ
PM Modi Delhi Rally: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିଲ୍ଲୀବାସୀଙ୍କ ପାଇଁ ୪,୫୦୦ କୋଟି ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ବସ୍ତିବାସିନ୍ଦାଙ୍କ ପାଇଁ ନିର୍ମିତ ୧୬୭୫ଟି ଫ୍ଲାଟକୁ ସେ ଉଦ୍ଘାଟନ କରିଥିଲେ। ଦିଲ୍ଲୀରେ ୪,୫୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ। ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାରଉପରେ ବର୍ଷିଛନ୍ତି। ଆମ୍ ଆଦମୀ ପାର୍ଟି ସରକାରକୁ ବିପର୍ଯ୍ୟୟ ବୋଲି କହୁଛନ୍ତି ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର … Continue reading ଅଭ୍ୟାସଗତ ଅସାଧୁ, ଶୀଶମହଲ, ବିପର୍ଯ୍ୟୟ ସରକାର… ଆପ୍କୁ ଏଭଳି ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ
Copy and paste this URL into your WordPress site to embed
Copy and paste this code into your site to embed