Gun attack ।। ନେତାଙ୍କୁ ହତ୍ୟା, ଗୁରୁଦ୍ୱାର ସାମ୍ନାରେ ଗୁଳିମାଡ଼
ପଞ୍ଜାବର ଜଳନ୍ଧର ସହରରେ ଶୁକ୍ରବାର ଦିନ ଏକ ଭୟଙ୍କର ଗୁଳିକାଣ୍ଡ ଘଟିଛି । ଆମ୍ ଆଦମୀ ପାର୍ଟିର ଯୁବ ନେତା ଲକି ଓବରୟଙ୍କୁ ଅଜଣା ବ୍ୟକ୍ତି ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣା ଜଳନ୍ଧରର ମଡେଲ ଟାଉନ ଅଞ୍ଚଳରେ ଥିବା ଗୁରୁଦ୍ୱାର ସାହିବ ନିକଟରେ ଘଟିଥିବା ସୂଚନା ମିଳିଛି । ଦିନ ଦହାଡ଼େ ଘଟିଥିବା ଏହି ଗୁଳିମାଡ଼ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଖବର ଅନୁସାରେ, ଲକି ଓବରୟ ଗୁରୁଦ୍ୱାର ସାହିବ … Continue reading Gun attack ।। ନେତାଙ୍କୁ ହତ୍ୟା, ଗୁରୁଦ୍ୱାର ସାମ୍ନାରେ ଗୁଳିମାଡ଼
Copy and paste this URL into your WordPress site to embed
Copy and paste this code into your site to embed