ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ୍ ଅଲ୍ ନାହ୍ୟାନ୍ ଆଜି ଏକ ସରକାରୀ ଗସ୍ତରେ ଭାରତ ଆସୁଛନ୍ତି। ତାଙ୍କର ଏହି ଗସ୍ତ ଏପରି ଏକ ସମୟରେ ଆସିଛି ଯେତେବେଳେ ପଶ୍ଚିମ ଏସିଆରେ ଇରାନ-ଆମେରିକା ସମ୍ପର୍କ ଖରାପ ହୋଇଛି । ୟେମେନ୍ ନେଇ ସାଉଦି ଆରବ ଏବଂ UAE ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଏହି ସମୟରେ ଗାଜାରେ ରାଜନୈତିକ ଦୃଶ୍ୟପଟ ମଧ୍ୟ ଅସ୍ଥିର। ସମସ୍ତଙ୍କ ନଜର ଭାରତ-UAE ସହଭାଗୀତା ଉପରେ … Continue reading Gulf Sultans at Delhi’s Court ।। ଦିଲ୍ଲୀର ଦରବାରରେ ଗଲ୍ଫ ସୁଲତାନ: ଡଲାର ଏବଂ କୋଟି କୋଟି ନିବେଶ ପାଇଁ ଏକ ଚ୍ୟାଲେଞ୍ଜ?
Copy and paste this URL into your WordPress site to embed
Copy and paste this code into your site to embed